ନ୍ୟାୟ ନପାଇ ଆଖିବୁଜିଲେ ଗୁଣନିଧି : ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିସନ

ପୁଲିସ ଡିଜି ଓ ଆଇଜିଙ୍କୁ ନୋଟିସ୍ କଟକ: ଶେଷରେ ନ୍ୟାୟ ନପାଇ ଆଖିବୁଜିଲେ ଗୁଣନିଧି ବି‌ଶୋଇ। ଗତକାଲି ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ କଟକ ଜିଲ୍ଲା କିଶନନଗର ଥାନା ପରିସରରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଥିବା ଗୁଣନିଧି ବିଶୋଇ(୫୨)ଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଥାନା ପରିସରରେ ଗୁଣନିଧିଙ୍କ ଆତ୍ମହୁତି ଓ ମୃତ୍ୟୁ ଘଟଣାକୁ ଗୁରୁତ୍ବର ‌ସହ ଗ୍ରହଣ କରିଛନ୍ତି ରାଜ୍ୟ ମାନବାଧିକାର କମିସନ। ନିଜ … Continue reading ନ୍ୟାୟ ନପାଇ ଆଖିବୁଜିଲେ ଗୁଣନିଧି : ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିସନ